Breaking PLUSଓଡ଼ିଶାମୁଖ୍ୟ ଖବର

ଏବେ ଯେଉଁପରି ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ- କେଭି ସିଂହଦେଓ

ଭୁବନେଶ୍ୱର, 22 ମେ- ବିଦ୍ୟୁତ୍ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ‘ଏବେ ଯେଉଁପରି ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ।’ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ ରହୁଛି, ଅଧିକ ଏସି ବ୍ୟବହାର ହେଉଛି।’ଫଳରେ ଓଭରଲୋଡ୍ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ହେଉଛି।

ଏପରିକି ପିକ୍‌ ହିଟ୍‌ ସମୟରେ ବିଦ୍ୟୁତ ଚାହିଦା ଅଧିକ ରହୁଛି। ଲୋକେ ଅଧିକ ଏସି ବ୍ୟବହାର କରୁଛନ୍ତି। ଫଳରେ ଓଭରଲୋଡ୍‌ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍‌ ମଧ୍ୟ ହେଉଛି।

ତୁରନ୍ତ ରିଷ୍ଟୋର୍‌ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଆଗକୁ ଲୋକେ ଯେପରି ନିରନ୍ତର ବିଦ୍ୟୁତ୍‌ ସେବା ପାଇପାରିବେ ସେଥିପ୍ରତି ସରକାର ଚେଷ୍ଟା କରୁଥିବା ମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button