Breaking PLUSଓଡ଼ିଶାମୁଖ୍ୟ ଖବର
ଧାଙ୍କଡ଼ପାଲିରେ ଲୋୟର ସୁକତେଲ ବିସ୍ଥାପିତଙ୍କ ରାସ୍ତା ଅବରୋଧ

ବଲାଙ୍ଗିର: ଧାଙ୍କଡ଼ପାଲିରେ ଲୋୟର ସୁକତେଲ ବିସ୍ଥାପିତଙ୍କ ରାସ୍ତା ଅବରୋଧ କରାଯାଇଛି । ରାସ୍ତା ଅବରୋଧ କଲେ ଗଡ଼ଶଙ୍କର ଡୁଙ୍ଗୁରିପାଲିରୁ ବିସ୍ଥାପିତ ଲୋକେ । ପାଟଣାଗଡ଼-ବଲାଙ୍ଗିର ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିସ୍ଥାପିତ ହେବା ପରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି ।



