Breaking PLUSଓଡ଼ିଶାମୁଖ୍ୟ ଖବର
		
	
	
ଓଡ଼ିଶା ଉପରେ ଆଉ ‘ମୋନ୍ଥା’ର ପ୍ରଭାବ ନାହିଁ

ଭୁବନେଶ୍ୱର- ଓଡ଼ିଶା ଉପରେ ଆଉ ‘ମୋନ୍ଥା’ର ପ୍ରଭାବ ନାହିଁ । ଭୁବନେଶ୍ବର ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ‘ଆସନ୍ତା ୩ ଘଣ୍ଟାରେ ‘ମୋନ୍ଥା’ ଗଭୀର ଅବପାତରେ ପରିଣତ ହେବ’ । ‘୬ ଘଣ୍ଟାରେ ଗଭୀର ଅବପାତରୁ ଅବପାତରେ ପରିଣତ ହେବ’ । କଟକ ଓ ଭୁବନେଶ୍ୱରରେ ହାଲୁକା ବର୍ଷା ହେବା ସମ୍ଭାବନା’ ରହିଛି । ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ରହିଛି ।
 
				 
					


