Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ତାଗିଦ

ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ

ଭୁବନେଶ୍ୱର, 7 ମେ- ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ତାଗିଦ । ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଭିଡିଓ ବାର୍ତ୍ତାରେ କହିଲେ । ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ ଦେଇ ଆସିଛି । ଆମେ ସଂଗଠନକୁ ମଜବୁତ କରିବା, ଲୋକଙ୍କ ସହ ଯୋଡ଼ି ହୋଇ ରହିବା ବୋଲି ନବୀନ କହିଛନ୍ତି ।

ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିତ କରିଛନ୍ତି ନବୀନ। କହିଛନ୍ତି, ମୁଁ ସବୁବେଳେ ଡିଶିପ୍ଲିନ ଉପରେ ଗୁରୁତ୍ବ ଦିଏ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଆମେ ସମସ୍ତେ ମିଶି ସଂଗଠନ କୁ ମଜବୁତ କରିବା ଓ ଲୋକଙ୍କ ସହ ଯୋଡି ହୋଇ ରହିବା ବୋଲି ନେତା ଆନଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ।

ନବୀନଙ୍କ ତାଗିଦ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିତିରଞ୍ଜନ ଘଡେଇ । କହିଛନ୍ତି, ଯିଏ ଓଭର ସ୍ମାର୍ଟ ହେବାକୁ ଚେଷ୍ଟା କରିବ ଆଉ ଅମାନିଆ ହେବ, ବିଗତ ଦିନରେ ଭୋଗିଛନ୍ତି ଆଗାମୀ ଦିନରେ ବି ଭୋଗିବେ। ସମଝୋତା ହେବ ନାହିଁ କି କ୍ଷମା କରାଯିବ ନାହିଁ।

Show More

Related Articles

Back to top button