Breaking PLUSଦେଶମୁଖ୍ୟ ଖବର

NEET ବିଭ୍ରାଟ: ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା NTA

ନୂଆଦିଲ୍ଲୀ, 29 ମେ- NEET ବିଭ୍ରାଟ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି NTA ।ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବାକୁ ବଦ୍ଧପରିକର NTA ବୋଲି କହିଛି ।

PPT ମୋଡ୍‌ରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା’ । NTA ର ଅନ୍ୟ ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ । ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ଗମ୍ଭୀରତା ସହ ନେଇଛୁ; ପଦକ୍ଷେପ ନେବୁ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button