Breaking PLUSଦେଶମୁଖ୍ୟ ଖବର

ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସୀମା ଶୁଳ୍କ ଛାଡ଼

ନୂଆଦିଲ୍ଲୀ- ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କରିଛନ୍ତି କେନ୍ଦ୍ର ସରକାର । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଉପୁଜିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ପ୍ଲାଷ୍ଟିକ୍, ପ୍ୟାକେଜିଂ, ରାସାୟନିକ ପଦାର୍ଥ, ଅଟୋମୋଟିଭ୍ ସାମଗ୍ରୀରେ ଛାଡ଼ କରାଯାଇଛି । ବୟନଶିଳ୍ପ, ଔଷଧ, ସାର ଓ ଅନ୍ୟାନ୍ୟ ସାମଗ୍ରୀ ଉପରେ ସୀମା ଶୁଳ୍କ ଛାଡ଼ କରାଯାଇଛି ।

Show More

Related Articles

Back to top button