Breaking PLUSଓଡ଼ିଶାମୁଖ୍ୟ ଖବର

ମେଡିକାଲ କଲେଜ ସିଟ୍ ବିକ୍ରି ଘଟଣାର ପର୍ଦ୍ଦାଫାଶ, 2 ଗିରଫ

ଭୁବନେଶ୍ୱର- ମେଡିକାଲ କଲେଜ୍ ସିଟ୍ ବିକ୍ରି ଦଲାଲ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ଵର ପାତ୍ରପଡା ଅଞ୍ଚଳରୁ ପୁଲିସ୍ ଦୁଇ ଦଲାଲଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏକ ବାର୍‌ରେ ଡିଲ୍‌ ଚାଲିଥିବାବେଳେ ପୁଲିସ୍ ଦୁଇ ଜଣଙ୍କୁ ଧରିଛି। ଦଲାଲ ମାନେ  ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ୍ ପାଇଁ ଡିଲ୍ କରୁଥିଲେ। ଏକାଧିକ ଘରୋଇ ମେଡିକାଲ କଲେଜ ସହ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି।

Show More

Related Articles

Back to top button