Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ପୁଣି ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତି ମଣତି

ପୁରୀ, 16 ଏପ୍ରିଲ- ଆଜିଠାରୁ ପୁଣି ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଗଣତି ମଣତି ହେବ।  ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ।

ପୂର୍ବ ନିର୍ଦ୍ଧାରିତ ଏସଓପି ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଣ୍ଡାର ଘର ଖୋଲାଯାଇ ଗଣତି କାର୍ଯ୍ୟ ଆରମ୍ଭ ହେବ।

ପ୍ରଥମ ଦିନର ଗଣତିରେ ୨୦ରୁ ଉର୍ଦ୍ଧ ରତ୍ନ ଅଳଙ୍କାରର ଗଣତି କରାଯାଇଥିଲା। ଦ୍ବିତୀୟ ଦିନରେ ସେହିଠାରୁ ହିଁ ଗଣତି ଆରମ୍ଭ ହେବ।

Show More

Related Articles

Back to top button