Breaking PLUSଓଡ଼ିଶାମୁଖ୍ୟ ଖବର
ଲୁଟ୍ ପରେ ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସୋର: ଲୁଟ୍ ପରେ ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ସିମୁଳିଆ ଥାନା ବାଲିଖଣ୍ଡ ବଜାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ହୋଇଛି । ରାତିରେ ବ୍ୟାଙ୍କ ଲୁଟ୍ ପରେ ଲକରରେ ନିଆଁ ଲଗାଇ ଦେଲେ । ବ୍ୟାଙ୍କରୁ ପ୍ରବଳ ଧୂଆଁ ବାହାରୁଛି, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିଛନ୍ତି ।



