Breaking PLUSଓଡ଼ିଶାମୁଖ୍ୟ ଖବର
ଜଗନ୍ନାଥ ମନ୍ଦିର ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ଜଳେଶ୍ବର:- ଠାକୁରଙ୍କୁ ବି ଛାଡିଲେନି । ଜଗନ୍ନାଥ ମନ୍ଦିର ହୁଣ୍ଡି ନେଇଗଲେ ଦୁର୍ବୃତ୍ତ । ବାଲିଆପାଳ ଜଗନ୍ନାଥ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦାନ ହୁଣ୍ଡି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପରେ ପୋଲିସ ଖୋଳତାଡ କରୁଛି ।