Breaking PLUSଓଡ଼ିଶାମୁଖ୍ୟ ଖବର
ବଡ଼ ଏନ୍କ୍ଲୋଜରକୁ ସ୍ଥାନାନ୍ତର ହେବ ବାଘୁଣି ଜିନତ୍

ଭୁବନେଶ୍ୱର- ବଡ଼ ଏନ୍କ୍ଲୋଜରକୁ ସ୍ଥାନାନ୍ତର ହେବ ବାଘୁଣି ଜିନତ୍ । ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା । ‘ଜିନତ୍ ଏବେ ଶିମିଳିପାଳରେ ୧ ହେକ୍ଟରର ସଫ୍ଟ ଏନକ୍ଲୋଜରରେ ଅଛି’ । ‘ସ୍ଥାନାନ୍ତର ପାଇଁ ୮-୯ ହେକ୍ଟରର ବଡ଼ ଏନକ୍ଲୋଜର ତିଆରି କରାଯାଇଛି’ ।’ବଡ଼ ଏନ୍କ୍ଲୋଜରରେ ବ୍ୟବହାରରେ ପରିବର୍ତ୍ତନ ଆସିଲେ ଜଙ୍ଗଲକୁ ଛଡ଼ାଯିବ’ ।’ସେଥିପାଇଁ ଜିନତ୍ ଗତିବିଧିକୁ ମନିଟର୍ କରୁଛି ବନ ବିଭାଗ’ ।