Breaking PLUSଦେଶମୁଖ୍ୟ ଖବର

ଆଇନରେ ପରିଣତ ହେଲା VB-G RAM G ବିଲ୍‌-୨୦୨୫

ନୂଆଦିଲ୍ଲୀ- ଆଇନରେ ପରିଣତ ହେଲା VB-G RAM G ବିଲ୍‌-୨୦୨୫ ।ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)- VB-G RAM G । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି । MGNREGA ବଦଳରେ ଏଣିକି ଲାଗୁ ହେବ VB-G RAM G ଆଇନ  । ମଜୁରି ରୋଜଗାରର ନିୟମିତ ଗ୍ୟାରେଣ୍ଟି ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି  । ପ୍ରତି ଆର୍ଥିକ ବର୍ଷରେ ଗ୍ରାମୀଣ ପରିବାରର ଅଣକୁଶଳୀ ବ୍ୟକ୍ତିଙ୍କୁ ମିଳିବ ସୁବିଧା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button