ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 କାହାକୁ ଵଦନାମ କରି ଖୁସି ହୁଅନ୍ତୁ ନାହିଁ, କାହିଁକି ନା ସେ ଖୁସି ଆପଣଙ୍କର ଦୁଖର କାରଣ ହୋଇପାରେ। ସେଥିପାଇଁ ପରା କଥାରେ ଅଛି, ଯେ ପାେଞ୍ଚେ ପର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕