Breaking PLUSଓଡ଼ିଶାମୁଖ୍ୟ ଖବର

ସରକାରଙ୍କୁ ୧୦ ଦିନର ଅଲଟିମେଟମ ଦେଲା ଘରୋଇ ବସ୍‌ ମାଲିକ ସଂଘ

ଭୁବନେଶ୍ୱର, 30 ମେ – ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଡିଜେଲ୍ ଦର ବୃଦ୍ଧି ପରେ ଘରୋଇ ବସ୍ ମାଲିକ ସଂଘର ବୈଠକ ବସିଛି ।

ସରକାରଙ୍କୁ ୧୦ ଦିନର ଅଲଟିମେଟମ ଦେଇଛି ଘରୋଇ ବସ୍‌ ମାଲିକ ସଂଘ  । ୧୦ ଦିନରେ ଭଡ଼ା ବୃଦ୍ଧି ନିଷ୍ପତ୍ତି ନ ନେଲେ ବସ୍‌ ଚଳାଚଳ ବନ୍ଦ ଚେତାବନୀ ଦେଇଛି । ବୈଠକ ପରେ ଘରୋଇ ବସ୍ ମାଲିକ ସଂଘ ସା.ସଂପାଦକ ସୂଚନା ଦେଇଛନ୍ତି ।

Show More

Related Articles

Back to top button