ହିଜାବ୍_ଦାବି
କର୍ଣ୍ଣାଟକର ସ୍କୁଲ କଲେଜ ରେ ଆଜି ଦାବି କରାଯାଉଛି କି ଆମକୁ ହିଜାବ ପିନ୍ଧି ସ୍କୁଲ ଆସିବାକୁ ଅନୁମତି ଦିଆଯାଉ। କାହାଣୀ ଏଇଠି ଥଣ୍ଡା ପଡିଯିବ ତ ଠିକ ଅଛି,କିଛି ଅସୁବିଧା ନାହିଁ.. କିନ୍ତୁ କାହାଣୀ ଏଇଠି ରହିବ ନାହିଁ,ଏହି ଦାବି ପୁରଣ ହେବା ପରେ ଅସଲ କାହାଣୀ ଆରମ୍ଭ ହେବ…
ଦାବି କରାଯିବ
ଆମକୁ ସ୍କୁଲରେ ନମାଜ କରିବାକୁ ଅଧିକାର ଦିଆଯାଉ..
ତାପରେ ଦାବି କରିବେ
ନମାଜ କରିବା ପାଇଁ ଅଲଗା ଜାଗା ଦରକାର..
ତାପରେ ଦାବି କରିବେ
କଲେଜ କ୍ୟାଣ୍ଟିନ ରେ ଆମକୁ ହଲାଲ କାଉଣ୍ଟରର ବ୍ୟବସ୍ଥା କରାଯାଉ ଯେଉଁଠି ଆମକୁ କେବଳ ହଲାଲ ଖାଦ୍ୟ ଦିଆଯାଉ..
ତାପରେ ଦାବି କରିବେ
ଆମ ନମାଜ ସମୟରେ କ୍ଳାସ ଏବଂ ପାଠପଢ଼ା ରୁ ଆମକୁ ଛୁଟି ମିଳୁ..
ତାପରେ କହିବେ
ରବିବାର ରେ ଛୁଟି କାହିଁକି.? ଆମକୁ ଶୁକ୍ରବାର ଦିନ ଛୁଟି ଦିଆଯାଉ..
ତାପରେ କହିବେ
ସିଲାବସରେ କୃଷ୍ଣ, ରାମ,ବୁଦ୍ଧ ଙ୍କ ଚାପ୍ଟର କାହିଁକି ରହିବ.? ଆମେ ୟାଙ୍କୁ ଭଗବାନ ମାନିପାରିବୁ ନାହିଁ,ତେଣୁ ଏମାନଙ୍କର କୌଣସି ଆବଶ୍ୟକତା ନାହିଁ.. ଏମାନଙ୍କୁ ହଟାଯାଉ..
ତାପରେ କହିବେ
ଅପ୍ରେଲ ଓ ମଇ ମାସରେ ସ୍କୁଲ ଛୁଟି କାହିଁକି ଦିଆଯିବ.? ଆମକୁ ରମଜାନ ମାସରେ ଦିଆଯାଉ..
ଆଉ ଏମିତି ଏମିତି ଏ କାହାଣୀ ଆଗକୁ ବଢିଚାଲିବ।ଯେତେବେଳେ ଏମାନେ ବହୁସଂଖ୍ୟକ ହୋଇଯିବେ ସେତେବେଳେ ଉପର ଦାବି ସବୁକୁ ଈଶ୍ ନିନ୍ଦା ଘୋଷଣା କରାଯିବ ଆଉ ଦାବି ପୁରଣ ହୋଇ ହୋଇ ଶେଷରେ ଏ ଭାରତବର୍ଷ ଇସ୍ଲାମୀୟ ରାଷ୍ଟ୍ରରେ ପରିଣତ ହୋଇଯିବ..