Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାମକୃଷ୍ଣ ମିଶନର ସ୍ୱାମୀ ଜୀବନାଥା ନନ୍ଦଜୀ ମହାରାଜ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରାମକୃଷ୍ଣ ମିଶନର ସ୍ୱାମୀ ଜୀବନାଥା ନନ୍ଦଜୀ ମହାରାଜ । ଲୋକସେବା ଭବନଠାରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାମକୃଷ୍ଣ ମିଶନ ପକ୍ଷରୁ ସ୍ବାମୀ ଜୀବନାଥା ନନ୍ଦଜୀ ମହାରାଜ, ସ୍ବାମୀ ମହେଶ ଆତ୍ମାଜୀ ମହାରାଜ, ସ୍ବାମୀ ଅଦ୍ବୈୟାନନ୍ଦଜୀ ମହାରାଜ ଏବଂ ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

Show More

Related Articles

Back to top button