Breaking PLUSଦେଶମୁଖ୍ୟ ଖବର

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ 7 ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ ଆରମ୍ଭ

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା ଆରମ୍ଭ ।  କଲକାତା ସିଟି​‌ କୋର୍ଟଙ୍କ ଅନୁମତି ପରେ ଶନିବାର ସିବିଆଇ ପକ୍ଷରୁ ଦିଲ୍ଲୀରୁ ଆସିଥିବା ଫୋରେନସିକ୍‌ ବିଶେଷଜ୍ଞ ଦଳ ସହାୟତାରେ ପର୍ଯ୍ୟାୟକ୍ରମେ ଅଭିଯୁକ୍ତମାନଙ୍କର ପଲିଗ୍ରାଫ ପରୀକ୍ଷା ଆରମ୍ଭ ହୋଇଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏର ପରୀକ୍ଷା ଜେଲରେ ହେଉଛି। ଏହା ବ୍ୟତୀତ ଅନ୍ୟତମ ଅଭିଯୁକ୍ତ ତଥା ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ, ୪ କନିଷ୍ଠ ଡାକ୍ତର ଏବଂ ଅନ୍ୟ ଜଣେ କେୟାର ଟେକରର ପଲିଗ୍ରାଫ ପରୀକ୍ଷା କରାଯାଉଛି।

Show More

Related Articles

Back to top button