Breaking PLUSଓଡ଼ିଶାମୁଖ୍ୟ ଖବର

ରେଳ ଟ୍ରାକ୍‌ରେ ଧସିଲା ମାଟି ଅତଡ଼ା

ରାୟଗଡ଼ା- ଲଗାଣ ବର୍ଷାରେ ରେଳ ଟ୍ରାକ୍‌ରେ ଧସିଲା ମାଟି ଅତଡ଼ା ରାୟଗଡ଼ା- କୋରାପୁଟ ରେଲ ଲାଇନରେ ଧସିଲା ମାଟି ଅତଡା । କେଉଟଗୁଡ଼ା-ସିକରପାଇ ଷ୍ଟେସନ ମଝିରେ ଧସିଲା ମାଟି ଅତଡ଼ା  । ଅଧ ଘଣ୍ଟାରୁ ଅଧିକ ହେବ ଟ୍ରାକରେ ମାଟି ଅତଡ଼ା ଧସିଥିବା ସୂଚନା ମିଳିଛି  ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button