Breaking PLUSଓଡ଼ିଶାମୁଖ୍ୟ ଖବର

ସାଇବର୍ କାଫେରେ RI ପରୀକ୍ଷାକୁ ନେଇ ବିବାଦ

ଭୁବନେଶ୍ୱର- ସାଇବର୍ କାଫେରେ RI ପରୀକ୍ଷାକୁ ନେଇ ବିବାଦ । ଭୁବନେଶ୍ୱର ନୟାପଲ୍ଲୀର ଏକ କାଫେରେ ଏନେଇ ଉତ୍ତେଜନା ପ୍ରକାଶ ପାଇଛି । RI, ICDS ସୁପର ଭାଇଜର୍, ଅମିନ୍ ଭଳି ବିଭିନ୍ନ ପୋଷ୍ଟ ପାଇଁ ସାଇବର କାଫେରେ ପରୀକ୍ଷା ଚାଲିଥିଲା । ଅନଲାଇନରେ ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ । ଏକ ଘରୋଇ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦିଆଯାଇଛି । ପ୍ରଥମ ସିଫ୍ଟ ପରୀକ୍ଷା ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ସିଫ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ଜଣାପଡ଼ିଛି । ସେପଟେ ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ପରୀକ୍ଷାର୍ଥୀ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button