Breaking PLUSଓଡ଼ିଶାମୁଖ୍ୟ ଖବର

ଶାରଳା ମନ୍ଦିରରେ ଘିଅ ଯାଂଚ

ଜଗତସିଂହପୁର-  ଶାରଳା ମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟରଙ୍କ ଯାଞ୍ଚ  । ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଯାଞ୍ଚ କରାଯାଇଛି । ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଲେ  । ନିମ୍ନମାନର ଘିଅ ବ୍ୟବହାର ହେଉଥିବା କାଲି ବଡ଼ପଣ୍ଡା ଅଭିଯୋଗ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button