Breaking PLUSଓଡ଼ିଶାମୁଖ୍ୟ ଖବର
ଦଳୀୟ ଅଫିସ୍ରେ ପଶି ବିଜେପି ନେତାଙ୍କୁ ଆକ୍ରମଣ ଉଦ୍ୟମ
ରାୟଗଡ଼ା: ଦଳୀୟ ଅଫିସ୍ରେ ପଶି ବିଜେପି ନେତାଙ୍କୁ ଆକ୍ରମଣ ଉଦ୍ୟମ । ବିଜେପି ନେତା ବସନ୍ତ ଉଲ୍ଳାକାଙ୍କୁ ୨ ଦୁର୍ବୃତ୍ତଙ୍କ ଆକ୍ରମଣ ଉଦ୍ୟମ । ଖଣ୍ଡାରେ ଆକ୍ରମଣ ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଗଲେ । ଥାନାରେ ଅଭିଯୋଗ ପରେ ଜଣେ ଅଟକ, ଖଣ୍ଡା ଜବତ କରାଯାଇଛି ।