Breaking PLUSଓଡ଼ିଶାମୁଖ୍ୟ ଖବର

ମହାକାଳପଡା ବ୍ଲକ୍‌ ସୋଗଲ ଗାଁରେ ଫାଟିଲା ଗ୍ୟାସ୍ ଟାଙ୍କି

କେନ୍ଦ୍ରାପଡ଼ା: ମହାକାଳପଡା ବ୍ଲକ୍‌ ସୋଗଲ ଗାଁରେ ଫାଟିଲା ଗ୍ୟାସ୍ ଟାଙ୍କି  । ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର, ୭ ଛେଳି ଜୀବନ୍ତ ଦଗ୍ଧ  । ନିଆଁକୁ ଆୟତ୍ତ କରିବାକୁ ଯାଇ ଜଣେ ପଡ଼ୋଶୀ ଆହତ ସୂଚନା । ରୋଷେଇ କରିବାକୁ ଯାଇଥିବା ସମୟରେ ଫାଟିଥିଲା ଗ୍ୟାସ୍ ଟାଙ୍କି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button