Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଛାଡଖାଇ, ଗୁରୁବାର ପାଇଁ ଆମିଷ ବଜାର ଖାଁ ଖାଁ

ଭୁବନେଶ୍ୱର- ସରିଲା କାର୍ତ୍ତିକ ମାସ। ଆଜି ଛାଡ ଖାଇ। ଏଥିପାଇଁ ଆମିଷ ଦୋକନାରେ ପୁଳା ପୁଳା କୁକୁଡା ଠାରୁ ଆରମ୍ଭ କରି ଛେଳି, ମାଛ ଗଦା ହୋଇଛି। ଆଜି ଗୁରୁବାରରେ ପଡ଼ିଛି ଛାଡ଼ଖାଇ । ଯାହାକୁ ନେଇ ଆମିଷପ୍ରେମୀଙ୍କ ମଧ୍ୟରେ ଉତ୍ସାହ ନାହିଁ । ତେଣୁ ଶୁକ୍ରବାର ଛାଡ଼ଖାଇ ପାଳିବେ ଆମିଷପ୍ରେମୀ ।

ଏ ବର୍ଷ କାର୍ତ୍ତିକ ମାସରେ ବହୁତ କମ୍ ବ୍ୟବସାୟ ହୋଇଛି। ସେପଟେ ଗୁରୁବାର ଛାଡ଼ଖାଇ ପଡିଯିବାରୁ ଏହା ମାଡ ଖାଇଯାଇଛି। ଆସନ୍ତାକାଲି ଶୁକ୍ରବାର ଥିବାରୁ ବେପାର ହେବ ବୋଲି ଆଶ ରହିଛି ବୋଲି କହିଛନ୍ତି ଜଣେ ଆମିଷ ବ୍ୟବସାୟୀ।

Show More

Related Articles

Back to top button