Breaking PLUSଓଡ଼ିଶାମୁଖ୍ୟ ଖବର

ଏମ୍ସ କର୍ମଚାରୀ ହତ୍ୟା; ମାଷ୍ଟରମାଇଣ୍ଡ ଶିବା ପ୍ରଧାନ ଅଟକ

ଭୁବନେଶ୍ୱର- ଏମ୍ସ କର୍ମଚାରୀ ହତ୍ୟା ଘଟଣା । ମାଷ୍ଟରମାଇଣ୍ଡ ଶିବା ପ୍ରଧାନ ଅଟକ  । ମାରଣାସ୍ତ୍ର ସହ ଉଠାଇନେଲା ଖଣ୍ଡଗିରି ଥାନା ପୋଲିସ  । ପୂର୍ବରୁ ୪ ଅଭିଯୁକ୍ତ ମାମଲାରେ ଗିରଫ ହୋଇଥିଲେ  । ଅକ୍ଟୋବର ୧୩ରେ ଜମିବାଡ଼ି ବିବାଦରୁ ହତ୍ୟା କରାଯାଇଥିଲା ।

Show More

Related Articles

Back to top button