Breaking PLUSଓଡ଼ିଶାମୁଖ୍ୟ ଖବର

୧୯ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା

ଭୁବନେଶ୍ୱର- ୧୯ ତାରିଖରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 21ତମ କିସ୍ତି ଅଧୀନରେ, ପ୍ରାୟ 9 କୋଟି ଚାଷୀଙ୍କ ନିକଟକୁ ପ୍ରାୟ 18,000 କୋଟି ଟଙ୍କାର ସମ୍ମାନ ରାଶି ମିଳିବ । ଏହି ଯୋଜନାରେ ବାର୍ଷିକ ଯୋଗ୍ୟ କୃଷକ ପରିବାରଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଦିଆଯାଉଛି । ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ଖାତାକୁ ଆସିବ ଟଙ୍କା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button