Breaking PLUSଓଡ଼ିଶାମୁଖ୍ୟ ଖବର

SI ପରୀକ୍ଷା ଦୁର୍ନୀତି ମାମଲା; ସିବିଆଇରେ ଆଉ ଜଣେ ପରୀକ୍ଷାର୍ଥୀ ହାଜର

ଭୁବନେଶ୍ୱର- SI ପରୀକ୍ଷା ଦୁର୍ନୀତି ମାମଲା ।  ସିବିଆଇରେ ଆଉ ଜଣେ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ଗତକାଲି ୪ଜଣଙ୍କୁ ମାରାଥନ ଜେରା କରିଥିଲା ସିବିଆଇ ।ହାଜର ପରୀକ୍ଷାର୍ଥୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ଵାରା ଗିରଫ ହୋଇଥିଲେ ।

Show More

Related Articles

Back to top button