Breaking PLUSଦେଶମୁଖ୍ୟ ଖବର
ଲକ୍ଷ ସେନ୍ଙ୍କୁ ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ୍
ନୂଆଦିଲ୍ଲୀ- ଲକ୍ଷ ସେନ୍ଙ୍କୁ ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ୍ ।ଜାପାନର ୟୁଶି ଟାନାକାଙ୍କୁ ୨୧-୧୫, ୨୧-୧୧ରେ ହରାଇଲେ ଲକ୍ଷ ।ବର୍ଷେ ପରେ ଫାଇନାଲ୍ ଜିତି ଟାଇଟଲ ମରୁଡି ଶେଷ କଲେ । ମାତ୍ର ୩୮ ମିନିଟ ସମୟ ନେଇ ଟାନାକାଙ୍କୁ ହରାଇଲେ ଲକ୍ଷ ସେନ୍ ।



