Breaking PLUSଓଡ଼ିଶାମୁଖ୍ୟ ଖବର

ଶୀତ ଫେରିଲା; ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ୱର- ଶୀତ ଫେରିଲା । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା ରହିଛି ।ଜି ଉଦୟଗିରି ୭.୪, ରାଉରକେଲା ୭.୭, ଝାରସୁଗୁଡ଼ା ୮.୧ -ସେମିଳିଗୁଡ଼ା ୮.୬, କିରେଇ ୯.୩, ଦାରିଙ୍ଗବାଡ଼ି ୯.୫ -ଭୁବନେଶ୍ୱର ୧୩.୫ ଏବଂ କଟକ ତାପମାତ୍ରା ୧୩.୪ ରହିଛି ।

Show More

Related Articles

Back to top button