Breaking PLUSଓଡ଼ିଶାମୁଖ୍ୟ ଖବର

ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କ ପରଲୋକ

ଭୁବନେଶ୍ୱର- ସ୍ବର୍ଗତଃ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କ ପରଲୋକ ହୋଇଯାଇଛି । ଦିଲ୍ଲୀରେ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ଆଜି ତାଙ୍କର ଶେଷକୃତ୍ୟ କରାଯିବ । ମାତ୍ର ୩୭ ବର୍ଷରେ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ମିଜୋରାମ ରାଜ୍ୟପାଳ ଥିଲେ  । ବିଜେପିର ପୂର୍ବତନ ସାଂସଦ ଓ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଥିଲେ  ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button