Breaking PLUSଓଡ଼ିଶାମୁଖ୍ୟ ଖବର

କିସ୍ ଛାତ୍ର ମୃତ୍ୟୁ- ପୋଲିସକୁ ଖବର ଦିଆଯାଇନି

ଭୁବନେଶ୍ୱର- କିସ୍ ଛାତ୍ର ମୃତ୍ୟୁକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା  ।କିସ୍ କର୍ତ୍ତୃପକ୍ଷ ସ୍ଥାନୀୟ ଥାନାକୁ କୌଣସି ଖବର ଦେଇନାହାନ୍ତି । କେନ୍ଦୁଝର ଏସ୍‌ପିଙ୍କ ସହ ଯୋଗଯୋଗରେ ରହିଛି କମିଶନରେଟ୍ ପୋଲିସ  । ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ କରାଯାଉଥିବା ନେଇ ସୂଚନା ।

ଏଠାରେ ସୂଚନାଯୋଗ୍ୟ, ଭୁବନେଶ୍ୱର କିସ୍‌ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।ମୃତ ଛାତ୍ର କେନ୍ଦୁଝର ଟାଉନ ଥାନା ଟିକରଗୁମୁରା ଗାଁର  । ଛାତ୍ରଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି, ବଡ଼ ମାଆ ଆଣିଲେ ହତ୍ୟା ଅଭିଯୋଗ ରହିଛି ।ମୃତଦେହ ରଖି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ପରିବାର ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button