Breaking PLUSଓଡ଼ିଶାମୁଖ୍ୟ ଖବର

ମାଟି ତଳୁ ହାତୀ ‘ରାମୁ’ର କଙ୍କାଳ ଉଦ୍ଧାର

ଭୁବନେଶ୍ବର: ମାଟି ତଳୁ ହାତୀ ‘ରାମୁ’ର କଙ୍କାଳ ଉଦ୍ଧାର ।ଭରତପୁର ଜଙ୍ଗଲରେ ମାଟି ତଳୁ ‘ରାମୁ’ର କଙ୍କାଳ ଉଦ୍ଧାର ହୋଇଛି ।୨ଟି ଦାନ୍ତ ଉଦ୍ଧାର; ଗୋଟିଏର ଓଜନ ୪ କିଲୋ, ଅନ୍ୟଟିର ଅଢ଼େଇ କିଲୋ ।ପ୍ରାଣୀବିଜ୍ଞାନୀଙ୍କ ନେତୃତ୍ବରେ ୨୫ ଜଣିଆ ଟିମ୍ ଦ୍ବାରା ହେଲା ଉଦ୍ଧାର । ଗୋଡ଼ିବାରି ପ୍ରକୃତିନିବାସରେ ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ  ।ଗତବର୍ଷ ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button