Breaking PLUSଓଡ଼ିଶାମୁଖ୍ୟ ଖବର

କିସ୍‌ ଛାତ୍ର ହତ୍ୟା ଘଟଣାରେ କର୍ତ୍ତୃପକ୍ଷ ଦାୟୀ – ଭକ୍ତ ଦାସ

ଭୁବନେଶ୍ୱର- କିସ୍‌ ଛାତ୍ର ହତ୍ୟା ଘଟଣାରେ କର୍ତ୍ତୃପକ୍ଷ ଦାୟୀ କହିଲେ ଭକ୍ତ ଦାସ ।ବେକ ଚିପି ହତ୍ୟା ଘଟଣାକୁ ହାର୍ଟ ଆଟାକ ରୂପ ଦିଆଗଲା କିପରି । ଏହା ବଡ଼ ଅପରାଧ, ଯେଉଁମାନେ ଦାୟୀ କାର୍ଯ୍ୟାନୁଷ୍ଠାନ ହେଉ । ଯେଉଁ ଡାକ୍ତର ହାର୍ଟ ଆଟାକ ରୂପ ଦେଲେ କାହିଁକି ଗିରଫ କରାଯାଉନି । ହଷ୍ଟେଲ କର୍ତ୍ତୃପକ୍ଷ କରୁଥିଲେ କଣ, କାହିଁକି ଦାୟୀ ରହିବେ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

Show More

Related Articles

Back to top button