Breaking PLUSଓଡ଼ିଶାମୁଖ୍ୟ ଖବର
ମୃତ୍ୟୁର ୧୭ ଘଣ୍ଟା ପରେ ବି ପୋଷ୍ଟମର୍ଟମ ନ ହେବାରୁ ଉତ୍ତେଜନା

ଟିଟିଲାଗଡ଼: ମୃତ୍ୟୁର ୧୭ ଘଣ୍ଟା ପରେ ବି ପୋଷ୍ଟମର୍ଟମ ନ ହେବାରୁ ଉତ୍ତେଜନା । ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପରିବାର ପକ୍ଷରୁ ହୋହଲ୍ଲା । ସିନ୍ଧେକେଲା ବେହେଲି ଗାଁର ୨ ବର୍ଷ ଶିଶୁପୁତ୍ରର କାଲି ମୃତ୍ୟୁ ହୋଇଥିଲା । ହସ୍ପିଟାଲ ଆସିବାର ଘଣ୍ଟାଏ ପରେ ସଂଧ୍ୟାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ୧୭ ଘଣ୍ଟା ବିତି ଗଲାଣି, ପୋଷ୍ଟମର୍ଟମ ନ କରିବାରୁ ଉତ୍ତେଜନା ।



