Breaking PLUSଓଡ଼ିଶାମୁଖ୍ୟ ଖବର
ଗିରଫ ବ୍ୟବସାୟୀଙ୍କ ଲିଙ୍କ୍ରେ EOWର ରେଡ୍

ଭଦ୍ରକ: ଗିରଫ ବ୍ୟବସାୟୀଙ୍କ ଲିଙ୍କ୍ରେ EOWର ରେଡ୍ । ଘର, ଅଫିସ୍ ସମେତ ୩ଟି ସ୍ଥାନରେ EOW ଚଢ଼ାଉ କରିଛି ।ଭଦ୍ରକ ବାଇପାସ୍ ଘରେ, ରାହାଞ୍ଜ ଅଫିସ୍ ଓ ଏରଡା ପୈତୃକ ଘରେ ରେଡ୍ । ମାସେ ତଳେ ମାମଲା ରୁଜୁ କରି ବ୍ୟବସାୟୀଙ୍କୁ ଗିରଫ କରିଥିଲା EOW ।


