Breaking PLUSଓଡ଼ିଶାମୁଖ୍ୟ ଖବର

କିସ୍‌ ଛାତ୍ର ହତ୍ୟା ଘଟଣା; ୧୧ ଛାତ୍ରଙ୍କ ବୟାନ ରେକର୍ଡ

ଭୁବନେଶ୍ୱର- କିସ୍‌ ଛାତ୍ର ହତ୍ୟା ଘଟଣା । ୧୧ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି । ବିଏନଏସଏସ ୧୮୩ ଅନୁସାରେ ୧୧ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି ।ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଛାତ୍ରଙ୍କ ବୟାନ ରେକର୍ଡ କରାଯାିଛି ।ବୟାନ ରେକର୍ଡ ହୋଇଥିବା ଛାତ୍ରଙ୍କ ମଧ୍ୟରେ ୭ ପ୍ରତ୍ୟକ୍ଷଦର୍ଶୀ  । ବୟାନ ରେକର୍ଡ ପରେ ଛାତ୍ରମାନଙ୍କୁ ପରିବାରକୁ ହସ୍ତାନ୍ତର । ଆଗକୁ ଆହୁରି ଅଧିକ ଛାତ୍ରଙ୍କର ବୟାନ ରେକର୍ଡ ସମ୍ଭାବନା ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button