ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ସବୁ କ୍ଷେତ୍ର ରେ କ୍ଷମା କରିଦେବା 
ଆଉ ସବୁ କ୍ଷେତ୍ର ରେ କ୍ଷମା ମାଗିନେବା ,
ପ୍ରକୃତରେ ଏହା ଏକ ଚମତ୍କାର ଶକ୍ତି । 
କିନ୍ତୁ ଦୁଃଖର ବିଷୟ ଯେ 
ଏ ଶକ୍ତି ସମସ୍ତଙ୍କ ପାଖରେ ନଥାଏ !!!

🍁🍁🍁

ଦୁନିଆ ରେ ବାପାଙ୍କର ଗୁରୁତ୍ୱ ବୁଝିବାକୁ ହେଲେ
ହାତର ବୁଢା ଆଙ୍ଗୁଠିର ସାହାଯ୍ୟ ବିନା ଗୋଟିଏ ରୁଟି
ଛିଣ୍ଡାଇ ବାକୁ ଚେଷ୍ଟା କର
ଉତ୍ତର ଟି ପାଇଯିବ

🙏 ଜୟ ଶ୍ରୀଜଗନ୍ନାଥ 🙏

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button