Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ବିଧାୟିକା

ଭୁବନେଶ୍ୱର- କେସିଙ୍ଗା ପୋଲିସ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ କଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି । କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ପୋଲିସ ଅଫିସରଙ୍କ ନାଁରେ ଅଭିଯୋଗ କରିଛନ୍ତି ବିଧାୟିକା । ବିନା ଅନୁମତିରେ ପୋଲିସ ଘରେ ପ୍ରବେଶ କରିଥିବା ଦର୍ଶାଇଲେ  । ଘରେ ନ ଥିବା ବେଳେ କବାଟ ଝରକା ଭାଙ୍ଗି ପଶିଥିବା ଅଭିଯୋଗ କରିଛନ୍ତି । ବିଧାନସଭା ଚାଲିଥିବା ବେଳେ ବାଚସ୍ପତିଙ୍କ ଅନୁମତି ନ ନେଇ କିମିତି ପଶିଲା । ଝିଅ ଓ ମହିଳା ସହକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି ବିଧାୟିକା ।

Show More

Related Articles

Back to top button