ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

କ୍ରୋଧ ଓ ବାତ୍ୟା ଏକାପରି,
ଶାନ୍ତ ହେଲା ପରେ….
ଜଣାପଡେ କେତେ କଣ
କ୍ଷୟକ୍ଷତି ହୋଇଛି….
ଶାସ୍ତ୍ରକାର କୁହନ୍ତି
କ୍ରୋଧ କୁ ଶାନ୍ତ କରିବା ନିହାତି
ଜରୁରୀ କାରଣ ଏହା ମଣିଷ କୁ
ପଶୁ ସ୍ତରକୁ ନେଇଯାଏ ।

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button