Breaking PLUSଓଡ଼ିଶାମୁଖ୍ୟ ଖବର

ଗଞ୍ଜାମରେ ୧୭ CRCCଙ୍କ ସାମୂହିକ ଇସ୍ତଫା

ଗଂଜାମ, 17 ଏପ୍ରିଲ- ଗଞ୍ଜାମରେ ୧୭ CRCC ସାମୂହିକ ଇସ୍ତଫା ଦେଇଛନ୍ତି ।ରଙ୍ଗେଇଲୁଣ୍ଡା ବ୍ଲକ୍‌ ଓ ବ୍ରହ୍ମପୁରରେ କାର୍ଯ୍ୟରତ ସିଆରସିସି ଇସ୍ତଫା ଦେଇଛନ୍ତି । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାମୂହିକ ଇସ୍ତଫାପତ୍ର ପ୍ରଦାନ କଲେ ୧୭ CRCC ।

ଏଠାରେ ସୂଚନାଯୋଗ୍ୟ, BEO ଅଫିସର କିଛି କର୍ମଚାରୀ CRCCଙ୍କୁ ଦୁର୍ବ୍ୟବାହାର କରିଥିବା ଅଭିଯୋଗ  ହୋଇଥିଲା । ଏନେଇ ବିଇଓ ଓ ଡିଇଓଙ୍କୁ ଜଣାଇବା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଯାହାକୁ ବିରୋଧ କରି 17ଜଣ ସିଆରସିସି ଇସ୍ତଫା ଦେଇଛନ୍ତି ।

Show More

Related Articles

Back to top button