ଅନୁଚିନ୍ତା

ଆଜିର ଅନୁଚିନ୍ତା:

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ସବୁ ଖୁସିକୁ ଖୁସି ଭାବନ୍ତୁ ନାହିଁ
ସବୁ ଦୁଃଖକୁ ଦୁଃଖ ଭାବନ୍ତୁ ନାହିଁ
ଯଦି ଏହି ଦୁନିଆ ରେ ବଞ୍ଚିବାକୁ ଅଛି
ତେବେ ନିଜକୁ କାହାଠାରୁ କମ ଭାବନ୍ତୁ ନାହିଁ 

🍁🍁🍁🍁🍁🍁🍁

ପ୍ରେମ ଠାରୁ ତ୍ୟାଗ ବଡ
ସୌନ୍ଦର୍ୟ ଠାରୁ ଚରିତ୍ର ବଡ
ମାନବିକତା ସମ୍ପତି ଠାରୁ ବଡ
ଅହଙ୍କାରୀ ଠାରୁ ଏକ ଗରିବ ବଡ
ଶହେ ସ୍ୱାର୍ଥପର ଠାରୁ ଗୋଟିଏ ସ୍ନେହୀ ବଡ

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button