ଆଜିର କଥା: 🙏 ଜୟ ଜଗନ୍ନାଥ 🙏 ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ପଡିବ।ସମସ୍ୟା ଜୀବନର ଶେଷ ସୋପାନ ନୁହେଁ, ସେହି ଠାରୁ ଏକ ନୂଆ ଜୀବନର ଆରମ୍ଭ ହୋଇଥାଏ। ଖାଲି ଧୈର୍ଯ୍ୟ ଧରିବା ଆବଶ୍ୟକ। 🍁ଶୁଭ ସକାଳର ଶୁଭ କାମନା🍁 🙏 ଜୟ ଜଗନ୍ନାଥ 🙏