Breaking PLUSଦେଶମୁଖ୍ୟ ଖବରରାଜନୀତି

ଜ୍ୟୋତିଷ ରିକି ରାଧନଙ୍କୁ OSD ନିଯୁକ୍ତି ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ

ସହଯୋଗୀ ଦଳଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ ବିଜୟ

ନୂଆଦିଲ୍ଲୀ, 13 ମେ- ସହଯୋଗୀ ଦଳଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ ବିଜୟ । ଜ୍ୟୋତିଷ ରିକି ରାଧନଙ୍କୁ OSD ନିଯୁକ୍ତି ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ । ୨୪ ଘଣ୍ଟା ନ ପୁରୁଣୁ ନିଷ୍ପତ୍ତି ବଦଳାଇ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ  । ସହଯୋଗୀ ଦଳ ରିକି ରାଧନଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ନିଯୁକ୍ତ ପରେ ଏହାକୁ ପ୍ରତ୍ୟାହାର କରିଛନ୍ତି ତାମିଲନାଡ଼ୁ ସରକାର।

ମଙ୍ଗଳବାର ତାମିଲନାଡ଼ୁ ପବ୍ଲିକ ଡିପାର୍ଟମେଣ୍ଟ ସଚିବାଳୟ ଏହାକୁ ନେଇ ନିର୍ଦ୍ଦେଶ ଜାରି କରିଥିଲେ। ଜ୍ୟୋତିଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ସମେତ ତାମିଲନାଡୁର ଅନେକ ପ୍ରମୁଖ ରାଜନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ତେବେ ଏହାର ୨୪ ଘଣ୍ଟା ପରେ ଏହି ଆଦେଶକୁ ପ୍ରତ୍ୟାହାର କରିଛି ବିଜୟଙ୍କ ସରକାର।

Show More

Related Articles

Back to top button