ଅନୁଚିନ୍ତା

ଆଜିର ଅନୁଚିନ୍ତା:

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ଯଦି ତୁମେ ଅନ୍ୟର
ଅମଙ୍ଗଳ ଚିନ୍ତା କରିନ,
ତେବେ ତୁମ ସହ,
ଖରାପ କେବେ ବି ହେବନି

ଯଦି ଖରାପ ହେବ,
ସେହି ଖରାପ ଭିତରେ ବି
ତୁମର ଭଲ ଥିବ।

🍁 ଶୁଭ ସକାଳର ଶୁଭ କାମନା 🍁

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button