Breaking PLUSଓଡ଼ିଶାମୁଖ୍ୟ ଖବର
ସବୁ ଅଭିଯୁକ୍ତଙ୍କୁ ଗିରଫ କରିବ କ୍ରାଇମବ୍ରାଂଚ- ଡିଜିପି

ଭୁବନେଶ୍ୱର- ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପି ବଡ଼ ସୂଚନା ଦେଇଛନ୍ତି । ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବ କ୍ରାଇମବ୍ରାଞ୍ଚ ବୋଲି ଡିଜିପି କହିଛନ୍ତି ।’ପୋଲିସ୍ର ସଚେତନତା ପାଇଁ SI ପରୀକ୍ଷା ଆଗରୁ ଖୁଲାସା ହେଲା’ । ‘କ୍ରାଇମବ୍ରାଞ୍ଚ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବ ‘ ।