ଗ୍ରୀଷ୍ମ ଋତୁରେ ପ୍ରତେକଦିନ ଦହି ଓ ଗୁଡ଼ ସେବନ କରିବା ଦ୍ୱାରା ଶରୀରକୁ ମିଳିବ ଅଦ୍ଭୁତ ଲାଭ
ଗ୍ରୀଷ୍ମ ଋତୁରେ ଦହି ସେବନ କରିବା ସ୍ୱାସ୍ଥ୍ୟପକ୍ଷ ହିତକର ,କିନ୍ତୁ ଦହି ସହିତ ଆପଣ ଯଦି ଗୁଡା ମିଶାଇ ସେବନ କରୁଛନ୍ତି ତେବେ ଏହି ଦୁଇଟି ମହତ୍ୱପୂର୍ଣ୍ଣ ପୋଷକତତ୍ୱ ଯୋଗୁ ଏକ କାଳୀନ ଅନେକ ଲାଭ ମିଳିବ

ଦୁଇଟି ଯାକ ଜିନିଷକୁ ମିଶାଇ ଦେଲେ ଏଥିରେ ପ୍ରୋଟିନ ,କ୍ୟାଲସିୟମ ,ଭିଟାମିନ-ବି ୬ ଭିଟାମିନ-ବି ୧୨ ଓ ମ୍ୟଗ୍ନେଶୀୟମ ଭଳି ଅନେକ ଗୁଡିଏ ପୋଷାକ ତତ୍ୱ ମିଳିଥାଏ l ସବୁବେଳେ ଦହି ଓ ଗୁଡାକୁ ଖାଇ ସାରିବା ପରେ ସେବନ କରିବା ବଶ୍ୟକ ,ବିଶେଷ କରି ମାଧ୍ୟାନ ଭୋଜନ ପରେ ସେବନ କଲେ ଏହା ଶରୀରକୁ ଅନେକ ଲାଭ ଦେଇଥଏ l
* ଯଦି ଆପଣ ପ୍ରତେକ ଦିନ ଦହି ଓ ଗୁଡକୁ ମିଶାଇ ଖାଉଛନ୍ତି ତେବେ ଏହା ଆପଣଙ୍କ ହୃତ୍ପିଣ୍ଡକୁ ସୁସ୍ଥ ରଖିବା ସହିତ ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ l
* ବେଳେବେଳେ ଖାଦ୍ୟର ଖରାପ ପ୍ରଭାବ ଯୋଗୁ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ l ଯଦି ଆପଣ ଏସିଡ଼ିଟି ,କୋଷ୍ଠକାଠିନ୍ୟ ଇତ୍ୟାଦିର ସମସ୍ୟା ଦ୍ୱାରା କଷ୍ଟ ପାଉଛନ୍ତି ତେବେ ଦହି ଓ ଗୁଡ଼ ଖାଇବା ଦ୍ୱାରା ଆରମ୍ ମିଳିଥାଏ l
* ଯଦି ଆପଣ ଦ୍ରୁତଗତିରେ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ପ୍ରତେକ ଦିନ ଜଳଖିଆ ଖାଇ ସାରିବା ପରେ ଦହି ଓ ଗୁଡ଼ ସେବନ କରନ୍ତି ଏହା ଦ୍ୱାରା ଅପାଙ୍କର ଓଜନ କମିବ l
* ଦୁଗ୍ଧ ଜାତୀୟ ଜିନିଷରୁ ଅଧିକ ଲାଭ ମିଳିଥାଏ l କାରଣ ଏଥିରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଛି l କିନ୍ତୁ ଯଦି ଗୁଡ଼ ସହିତଦହି କୁ ମିଶାଇ ଆପଣ ପ୍ରତିଦିନ ଖାଉଛନ୍ତି ତେବେ ହାଡ଼ ଓ ଦାନ୍ତ ଶକ୍ତ ହୋଇଥାଏ l
* ଶରୀର ପାଇଁ ସୁସ୍ଥ ହେବା ସହିତ ତ୍ୱଚା ଓ କେଶ ପାଇଁ ମଧ୍ୟ ଦହି ଓ ଗୁଡ଼ ଖୁବ ଲାଭ ଦାୟକ l ଏହାକୁ ଆପଣ ନିୟମିତ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହିତ କେଶ ମୂଳରେ ଦହିl
ମାଲିସ କଲେ କେଶ ସୁନ୍ଦର ଓ କୋମଳ ହୋଇଥାଏ l