Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନ୍‌କାଉଣ୍ଟର୍

ଭୁବନେଶ୍ୱର, 27 ମେ- ପପୁନ୍‌ ମାଝୀକୁ ଏନକାଉଣ୍ଟର୍ କରିଛି କମିଶନରେଟ୍‌ ପୋଲିସ୍ । ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍ । ଇନ୍‌ଫୋ ଭ୍ୟାଲି ଥାନା ଅଂଚଳରେ ଡ୍ରଗ୍ସ ଡିଲ୍‌ ବେଳେ ଏନକାଉଣ୍ଟର୍ କରିଛି ପୋଲିସ ।

ସୂଚନା ଅନୁଯାୟୀ ପ୍ରଥମେ ପୋଲିସ୍‌ ଉପରକୁ ୧ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍ । ତେବେ ପୋଲିସ ଏହାର ପାଲଟା ଜବାବ ଦେଇଥିଲା । ପୋଲିସ୍‌ର ପାଲଟା ଗୁଳି ଚାଳନାରେ ପପୁନ୍ ଗୁରୁତର ଆହତ ହୋଇଛି । ପପୁନ୍‌କୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍ ପରେ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି ।

Show More

Related Articles

Back to top button