Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଲଞ୍ଚ ହେଲା NASAର ସବୁଠୁ ମହତ୍ୱକାଂକ୍ଷୀ ଆର୍ଟେମିସ୍ -୨ ମିଶନ

ୱାଂଶିଟନ: ଆମେରିକୀୟ ମହାକାଶ ସଂସ୍ଥା ନାସା ଗୁରୁବାର ଏହାର ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨କୁ ସଫଳତାର ସହ ଉତକ୍ଷେପଣ କରିଛି। ଭୋର ୪:୦୫ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଓରିଅନ୍ ମହାକାଶଯ୍ୟାନକୁ ଚନ୍ଦ୍ର ଅଭିମୁଖେ ପଠାଯାଇଥିଲା, ଯାହାକୁ ସ୍ପେସ୍ ଲଞ୍ଚ ସିଷ୍ଟମ୍ ଦ୍ୱାରା ଚାଳିତ କରାଯାଇଥିଲା। ଚାରି ଜଣ ମହାକାଶଚାରୀ ଏହି ମିଶନର ଅଂଶ ଭାବରେ ମହାକାଶକୁ ଯାତ୍ରା କରିଛନ୍ତି ଏବଂ ୧୦ ଦିନ ଧରି ଚନ୍ଦ୍ର ପରିକ୍ରମା କରିବା ପରେ ଫେରିବାର କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button