Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 2 ବର୍ଷରେ ୪୯୫୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୬ ମାର୍ଚ୍ଚ  – ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ଦୁଇ ବର୍ଷ ରେ ୪୯୫୩ ଜଣଙ୍କ ମୃତ୍ୟୁ ଘଟିଛି । ହେଲେ ୪୬୭ ମୃତକଙ୍କ ପରିବାର ଏହି ସହାୟତା ରାଶି ପାଇବା ଅପେକ୍ଷାରେ ଅଛନ୍ତି । ଅଧିକାଂଶ କ୍ଷେତ୍ରରେ ମୃତ୍ୟୁର ସଠିକ କାରଣ ଜଣା ପଡୁନି । ଏପରିକି ଆବଶ୍ୟକୀୟ ଦସ୍ତାବିଜର ଦାଖଲରେ ମଧ୍ୟ ବିଳମ୍ବ ହେଉଛି ।  ଭିଶେରା ରିପୋର୍ଟ ଆସିବାରେ ବି ବିଳମ୍ବ ହେଉଥିବାରୁ, ଅଟକି ରହିଛି ସହାୟତା ରାଶି । ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲିଖିତ ଉତ୍ତର ରଖିଛନ୍ତି ।

Show More

Related Articles

Back to top button