Breaking PLUSଓଡ଼ିଶାମୁଖ୍ୟ ଖବର

2025ରେ ଦୈନିକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି

ଭୁବନେଶ୍ୱର, ୨୬ ମାର୍ଚ୍ଚ  -ଓଡ଼ିଶାରେ ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ।  2024ରେ ଦୈନିକ 17 ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବେଳେ 30 ଆହତ ହେଉଥିଲେ । ହେଲେ 2025ରେ  ଦୈନିକ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ତେବେ ଦୈନିକ ଆହତ ସଂଖ୍ୟା 30 ରେ ସ୍ଥିର ରହିଛି  । ଆଇଆଇଟି ମାଡ୍ରାସର ରିସର୍ଚ୍ଚରୁ ଏହି ତଥ୍ୟ ହସ୍ତଗତ କରିଛି କ୍ରାଇମ ବ୍ରାଞ୍ଚ । ଏହି ତଥ୍ୟ ଅନୁସାରେ, 2024 ରେ 6142 ମୁଣ୍ଡ ନେଇଥିଲା ଓଡ଼ିଶାର ସଡ଼କ । ଯାହା 2025 ରେ ବଢ଼ି 6483 ରେ ପହଁଚିଛି । ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏନେଇ ଲିଖିତ ଉତ୍ତର ରଖିଛନ୍ତି ।

Show More

Related Articles

Back to top button