Breaking PLUSଦେଶମୁଖ୍ୟ ଖବର

ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି

କେୱଡିଆ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟର ନର୍ମଦା ଜିଲ୍ଲାର କେୱଡିଆରେ ଅବସ୍ଥିତ “ଷ୍ଟାଚୁ ଅଫ୍‌ ୟୁନିଟି” ଠାରେ ଲୌହପୁରୁଷ ସର୍ଦାର ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଷ୍ଟାଚୁ ଅଫ୍‌ ୟୁନିଟି ସର୍ଦାର ପଟେଲଙ୍କୁ ସମର୍ପିତ ଏକ ଭବ୍ୟ ସ୍ମାରକ ଯାହା ଭାରତର ଏକତା ଓ ଶକ୍ତି ସମ୍ବନ୍ଧୀୟ ତାଙ୍କ ଦୃଷ୍ଟିକୋଣର ସଶକ୍ତ ପ୍ରତୀକ। ବିଶ୍ବର ସବୁଠାରୁ ଉଚ୍ଚତମ ପ୍ରତିମା ଭାବେ ଏହି ସ୍ମାରକ ଜାତୀୟ ଗୌରବ ଓ ସାମୂହିକ ସଂକଳ୍ପର ପ୍ରତୀକ, ଯାହା ଆମକୁ ସରଦାର ପଟେଲଙ୍କ ସ୍ଵପ୍ନ ସାକାର କରିବାକୁ ପ୍ରେରଣା ଦେଇଥାଏ।

Show More

Related Articles

Back to top button